Report Card Odisha

| Daily Odia News

ଗୁଳି ଫୁଟି ପୋଲିସଙ୍କ ମୃତ୍ୟୁ……

ରିପୋର୍ଟ କାର୍ଡ / ଗଞ୍ଜାମ

ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ | ମୃତକ ହେଲେ ଗାଙ୍ଗପୁର ଥାନା ଆଇଆଇସି ଦେବ୍‍ କୁମାର ଗମାଙ୍ଗ। ଆଇଆଇସିଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଗଞ୍ଜାମ ଏସପି  ସୂଚନା ଦେଇଛନ୍ତି ।  ତେବେ ନିଜ ବନ୍ଧୁକରୁ ଗୁଳି ବାଜି ଆଇଆଇସିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇଟି ଗୁଳି ତାଙ୍କ ଅଣ୍ଟା ତଳେ ବାଜି ଥିବା ସୂଚନା ମିଳିଛି |

Breaking News