ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଧିକାଂଶ ଲୋକଙ୍କ ଅନେକ ସମୟରେ ଗ୍ୟାଷ୍ଟ୍ରିକ ହୋଇଥାଏ। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜାଣନ୍ତୁ ଏଭଳି ହେବାର କାରଣ..
ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ପାନୀୟ ପିଇବା ପାଇଁ ଷ୍ଟ୍ରର ବ୍ୟବହାର ଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହୋଇଥାଏ।
ଅଧିକ ପରିମାଣରେ ନିୟମିତ ମୃଦ୍ୟୁ ପାନୀୟ ପିଅନ୍ତୁ ନାହିଁ। ଏହା ମଧ୍ୟ ଗ୍ୟାଷ୍ଟ୍ରିକର କାରଣ।
ଅଧିକ ପରିମାଣରେ ରାଜମା,ବ୍ରୋକୋଲି,ପତ୍ରଜନିତ ପନିପରିବା ଆଦି ସେବନ କରନ୍ତୁ ନାହିଁ।
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଗ୍ୟାଷ୍ଟ୍ରିକ ହୋଇଥାଏ।
ଅଧିକ ଚିନ୍ତା ସହ ରାତିରେ ପାଟି ଖୋଲା କରି ଶୋଉଥିଲେ ମଧ୍ୟ ଗ୍ୟାଷ୍ଟ୍ରିକର କାରଣ ହୋଇଥାଏ।
ଗ୍ୟାଷ୍ଟ୍ରିକ ପାଇଁ ପେଟରେ ଯନ୍ତ୍ରଣା,ବ୍ୟସ୍ତତା ଅନୁଭବ,କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….