ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୯ ତମ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନରାଲ ମନୋଜ ପାଣ୍ଡେ । ଆଜି ଜେନରାଲ ଏମଏମ ନରବଣେ ତାଙ୍କ ଦାୟିତ୍ୱରୁ ଇସ୍ତଫା ନେବା ପରେ ସେ ଏହି ଦାୟିତ୍ୱ ନେଇଛନ୍ତି । ଏହା ପୁର୍ବରୁ ସେ ଉପ-ସ୍ଥଳ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରି ସାରିଛନ୍ତି । ୧୯୬୨ ମସିହା ମେ ୬ ତାରିଖରେ ଜନ୍ମିତ ଜେନେରାଲ୍ ପାଣ୍ଡେ ହେଉଛନ୍ତି ୨୯ତମ ସେନାମୁଖ୍ୟ ଯେ, ୨ ବର୍ଷରୁ ଅଧିକକାଳ ପଦବୀରେ ରହିବେ। ନିୟମ ଅନୁସାରେ, ‘ସର୍ଭିସ୍ ଚିଫ୍’ମାନଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ, ତାହା ପୂର୍ବରୁ ଯଦି ତାଙ୍କୁ ୬୨ ବର୍ଷ ପୂରି ଯାଉଥିବ, ସେ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି |






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..