ରିପୋର୍ଟ କାର୍ଡ / ବିଶାଖାପାଟନାମ
ବିଶାଖାପାଟନାମରୁ ସିକନ୍ଦ୍ରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ବିବିନଗରରୁ ଘଟକେଶ୍ୱର ମଧ୍ୟରେ ୬ଟି କୋଚ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି | ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳି ନାହିଁ। ଲାଇନଚ୍ୟୁତ ହେବା ପରେ ରେଲ ଲାଇନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ଦୁର୍ଘଟଣା ପରେ ଉକ୍ତ ରେଳଲାଇନରେ ଭୟପଟୁ ବହୁ ଟ୍ରେନକୁ ବାତିଲ କରାଯାଇଛି। ଖବର ପାଇ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରା ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..