ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ କିଛି ଦିନରେ ସୁନା ଦର କମିଥିବା ବେଳେ ପୁଣି ବଢିଲା ସୁନା ଦାମ୍ । ଗୁରୁବାର ସୁନା ଦାମ୍ ପ୍ରାୟ ୨୭୦୦ ଟଙ୍କା ବୃଦ୍ଧି ପାଇଛି।
ଏପ୍ରିଲ ୧୦ ଅର୍ଥାତ୍ ଗୁରୁବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୫,୬୦୦ ରହିଛି । ଗତକାଲି ଏହା ୮୨,୯୦୦ ରହିଥିଲା । ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୦,୦୪୦ ଟଙ୍କା ରହିଛି । ଗତକାଲି ଏହା ୬୭,୮୩୦ ଟଙ୍କା ଥିଲା । ଏଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୪୦୦ ରହିଛି । ଗତକାଲି ଏହା ୧୦,୨୦୦ ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।
More Stories
ରେକର୍ଡ ଭାଙ୍ଗିଲା ସୁନା ଦାମ୍,୯୫ ହଜାର ଟପିଲା…..
ବଦଳିଲା ଗୋଲ୍ଡ ଲୋନ୍ ନିୟମ…..
କମିଲା ରେପୋରେଟ୍…..