ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁନା ଦାମ୍ ଦିନେ ବୃଦ୍ଧି ପାଉଥିବା ବେଳେ ଦିନେ ହ୍ରାସ ହେଉଛି । ମଙ୍ଗଳବାର ମେ’୧୩ ତାରିଖରେ ପୁଣି ବଢିଛି ସୁନାଦର ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୫, ୬୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୪୬୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୭,୬୫୦ ଟଙ୍କା ରହିଛି । ଗତକାଲି ୮୭,୫୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୧,୭୨୦ ଟଙ୍କା ରହିଛି । ଗତକାଲି ଏହା ୭୧,୫୯୦ ଟଙ୍କା ଥିଲା । ଏଥିରେ ୧୩୦ ଟଙ୍କା ବୃଦ୍ଧି ହୋଇଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
କମିଲା ସୁନା ଓ ରୂପା ଦର…..
ଦେଢ଼ଲକ୍ଷ ଟପିଲା ସୁନା…..