ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ତରଫରୁ ବିନା ମୂଲ୍ୟରେ ଭିନ୍ନକ୍ଷମମାନେ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ସହାୟକ ଯନ୍ତ୍ର ପାଇପାରିବେ । ମାଗଣାରେ ମିଳୁଥିବା ଏହି ଉପକରଣକୁ ପାଇବାକୁ ହେଲେ http://ssepd.gov.in ପୋର୍ଟାଲରେ ପଞ୍ଜିକରଣ କରିବାକୁ ହେବ । ଯଦି କୌଣସି ସନ୍ଦେହ ସୃଷ୍ଟି ହୁଏ ତେବେ ଦିଆଯାଇଥିବା ହେଲ୍ପଲାଇନରେ ଯୋଗାଯୋଗ କରି ପାରିବେ । ତେବେ ଛାତ୍ରଛାତ୍ରୀ ଏବଂ ୬ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କାନ ଉପରେ ଓ କାନ ଭିତରେ ( ବି.ଟି.ଇ./ ଆଇ.ଟି.ସି.) ଶ୍ରବଣ ସହାୟକ ଯନ୍ତ୍ର ମିଳିବ । ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଅନ୍ୟାନ୍ୟ ସହାୟକ ଉପକରଣ ମାଗଣାରେ ମିଳିବ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..