ରିପୋର୍ଟ କାର୍ଡ /ଭୁବନେଶ୍ୱର
କରୋନା ଟିକା ପ୍ରିକସନ ଡୋଜ ନେବାର ସମୟ ସୀମା ହ୍ରାସ କରାଯାଇଛି। ପ୍ରିକସନ ଡୋଜ ସମୟ ସୀମା ୯ରୁ ୬ ମାସକୁ ହ୍ରାସ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ୧୮ ବର୍ଷରୁ ଅଧିକ ବୟସ୍କ ବର୍ଗଙ୍କ ପାଇଁ ପ୍ରିକସନ ଡୋଜ ଅବଧିରେ ହ୍ରାସ ହୋଇଛି। ପୂର୍ବରୁ ୨ୟ ଡୋଜ ନେବାର ୯ ମାସ ପରେ ଦିଆଯାଉଥିଲା ପ୍ରିକସନ ଟିକା।
More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..