ରିପୋର୍ଟ କାର୍ଡ / ଭୁବନେଶ୍ବର
ସରକାରୀ କାର୍ଯ୍ୟାଳୟରେ ନୂତନ ବର୍ଷ ପାଇଁ କଟକଣା ଲାଗୁକରାଯାଇଛି । ଅଫିସରେ ଏକାଧିକ କର୍ମଚାରୀ ଏକାଠି ହୋଇପାରିବେ ନାହିଁ | ଫୁଲତୋଡା ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇବା ବାରଣ କରାଯାଇଛି । ଅନଲାଇନ୍ ଯୋଗେ ଶୁଭେଚ୍ଛା ଜଣାଇବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..