ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରିରହିଛି । ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ମତଦାନ ହେଉଛି । ଗୁଜରାଟର ବନାସକାଣ୍ଠା, ପାଟନ, ମେହସାଣା, ସାବରକାଣ୍ଠା, ଅରାବଲୀ, ଗାନ୍ଧିନଗର, ଅହମ୍ମଦାବାଦ, ଆନନ୍ଦ, ଖେଡା, ମହିସାଗର, ପଞ୍ଚ ମହଲ, ଦାହୋଦ, ବଡ଼ଦୋରା ଏବଂ ଛୋଟା ଉଦୟପୁରରେ ନିର୍ବାଚନ କରାଯାଉଛି ।

ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ମତସାବ୍ୟସ୍ଥ କରିଛନ୍ତି । ବଡ଼ ବଡ଼ ନେତା ନିୀଜରୀ ଭାଗ୍ୟ ପରୀକ୍ଷା ହେଉଛି। କଂଗ୍ରେସର ବିରୋଧୀଦଳ ନେତା ସୁଖରାମ ରାଠୱା ଛୋଟ ଉଦୟପୁରରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି କଂଗ୍ରେସର ଅନେକ ବରିଷ୍ଠ ନେତା ଏହି ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..