ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରଜରାଜନଗର ଏସଡିପିଓ ଏବଂ ଝାରସୁଗୁଡା ଏସପିଙ୍କ ବଦଳି କରାଯାଇଥିବା ବେଳେ ଆଜି ମନ୍ତ୍ରୀଙ୍କ ପିଏସଓକୁ ସସପେଣ୍ଡ କରାଯାଇଛି । ଏତତ୍ ବ୍ୟତୀତ ବ୍ରଜରାଜନଗର ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି ।ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିବା ପରେ ସରକାର ଅନେକ କଠୋର କାର୍ଯ୍ୟାନୁଷ୍ଠା ଗ୍ରହମ କରୁଛନ୍ତି । ଫଳରେ ସେଦିନ ଦାଇତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ବୁରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯାଉଛି ।






More Stories
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..