ରିପୋର୍ଟ କାର୍ଡ / ଭୁବନେଶ୍ୱର
ହେଳ୍ପମେଟ୍ ଭୁବନେଶ୍ଵର ସହଯୋଗ ରେ ଥିଙ୍କର୍ସ୍ କ୍ଳବ ର୍ ୨୫ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପ୍ରଶାସକ ଶ୍ରୀ କୃପାସିନ୍ଧୁ ମିଶ୍ର ବକ୍ତ। ଭାବେ ଯୋଗ ଦେଈ ଗୀତା ଭାଗବତ୍ ରେ ଶାନ୍ତି ପ୍ରାପ୍ତି ପାଇଁ ଉଲ୍ଳେଖ ଥିବା ଶ୍ଳୋକ ଉପରେ କହିଥିଲେ ।ସଂ।ପ୍ରତିକ ପାରିସ୍ତିତି ରେ ସମସ୍ତେ ଶାନ୍ତି ଚାହାନ୍ତି ଓ ଏହାକୁ ପାଈବା ପାଇ ମନରେ ଭ୍ୟ।କୁଳତ। ପ୍ରକାଶ କରିଥାନ୍ତି । ଥିଙ୍କର୍ସ କ୍ଳବ ର୍ ସଭାପତି ବରଦା ଦାସ ଅଶୋକ।ସ୍ତମି ରଥ ଯାତ୍ରା ରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ | ହେଳ୍ପମେଟ୍ ର ସମ୍ପାଦକ ନିବେଦିତା ଭଞ୍ଜ ଧନ୍ୟବାଦ ଜଣାଇଥିଲେ ।






More Stories
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..