Report Card Odisha

| Daily Odia News

ବିଧାନସଭାରେ ପହଞ୍ଚିଲେ ହେମନ୍ତ ସୋରେନ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ହେବାପରେ ରାଜ୍ୟରେ ରାଜନୖତିକ ସଙ୍କଟ ମାଡ଼ିବସିଛି । ଆଜି ଝାରଖଣ୍ଡରେ ଅସ୍ଥା ଭୋଟ୍‌ ହେବ। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇବା ପରେ ନେତୃତ୍ୱ ନେବେ। ଏହି ଅବସରରେ ବିଧାନସଭା‌ରେ ପହଞ୍ଚିଛନ୍ତି ଗିରଫ ହୋଇଥିବା ହେମନ୍ତ ସୋରେନ। ଚମ୍ପାଇ ସୋରେନ୍ ସରକାର ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବ।

 

Breaking News