ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇକୋର୍ଟରେ ପହଞ୍ଚିଛି ଏଏସଓ ପରୀକ୍ଷାର ଅନିୟମିତତା ମାମଲା। ଏହି ମାମଲାରରେ ଶୁଣାଣି କରି ହାଇକୋର୍ଟ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିଛନ୍ତି । ପରୀକ୍ଷାର ମୋଟ ମାର୍କ ଆଧାରରେ ଆସନ୍ତା ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ମୋଟ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ମାମଲା ହାଇକୋର୍ଯ ପର୍ଯ୍ୟନ୍ତ ପହଞ୍ଚିଛି । ତେବେ ଏହାର ମେରିଟ ଲିଷ୍ଟକୁ ନେଇ ବର୍ତ୍ତମାନ ହାଇକୋର୍ଟ ବଡ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି |






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……