ରିପୋର୍ଟ କାର୍ଡ / କଟକ
ହାଇସିକ୍ୟୁରିଟି ରେଜିଷ୍ଟ୍ରାର ନମ୍ବର ପ୍ଲେଟ୍ କୁ ନେଇ ସମସ୍ୟାରେ ଦେଖା ଦେଇଛି । ଗୋଟିଏପଟେ ନମ୍ବର ପ୍ଲେଟ୍ ଲାଗି ନଥିଲେ ଅଥବା ଧାର୍ଯ୍ୟ ସମୟ ଭିତରେ ରେଜିଷ୍ଟ୍ରେସନ୍ ହୋଇ ନଥିଲେ ଜରିମାନା ଲାଗିବାନେଇ କୁହାଯାଇଛି | କିନ୍ତୁ ଅନ୍ୟପଟେ ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି। ଏବେ ଦୁଇଚକିଆ ଗାଡ଼ି ପାଇଁ ଆଉ ସ୍ଲଟ୍ ମିଳୁ ନଥିବା ଅଭିଯୋଗ ହେଉଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..