ରିପୋର୍ଟ କାର୍ଡ / ସମ୍ବଲପୁର
ଛତିଶଗଡ଼ରେ ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ମହାନଦୀ ଜଟିଳ ରୂପ ଧାରଣ କରିଛି। ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବଢ଼ିବଢ଼ି ଚାଲିଛି। ଆଉ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୧୨ଟା ମଧ୍ୟରେ ମୁଣ୍ଡଳିଠାରେ ଜଳପ୍ରବାହ ୧୧ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଜଳସଂପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ହୀରାକୁଦ ତଳମୁଣ୍ଡରେ ଥିବା କେତେକ ଜିଲ୍ଲାରେ ବନ୍ୟା ବିଭୀଷିକା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..