ରିପୋର୍ଟ କାର୍ଡ / ଭୁବନେଶ୍ବର
ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଥିବାରୁ ଆଉ ୬ଟି ଗେଟ୍ ଶୁକ୍ରବାର ବନ୍ଦ ହୋଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଚାଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୫୫,୦୬୦ କ୍ୟୁସେକ ଜଳପ୍ରବେଶ କରୁଛି। ଏହାସହ ୧,୫୭,୧୩୨କ୍ୟୁସେକ ଜଳ ନିଷ୍କାସନ ହେଉଛି।






More Stories
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..
ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା…..