Report Card Odisha

| Daily Odia News

ହୀରାକୁଦ ଖୋଲିଲା ଆଉ ୪ ଗେଟ୍‌‌…..

ରିପୋର୍ଟ କାର୍ଡ / ସମ୍ବଲପୁର

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌‌ ଶନିବାର ଖୋଲାଯାଇଛି। ଏବେ ମୋଟ୍‌‌ ୨୬ଟି ଗେଟ୍‌‌ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଛି। ବାମପଟୁ ୧୬ ଓ ଦକ୍ଷିଣ ପଟୁ ୧୦ଟି ଗେଟ୍‌‌ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗେଟ୍‌‌ ଖୋଲାଯାଇଛି। ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି।

Breaking News