ରିପୋର୍ଟ କାର୍ଡ / ସମ୍ବଲପୁର
ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ଜଳ ଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି । ଖୁବ ଶୀଘ୍ର ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ତଳ ମୁଣ୍ଡକୁ ସତର୍କ ସୂଚନା ଜାରି କରାଯାଇଛି ।






More Stories
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..
ଯୁକ୍ତ ୨ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ…..