ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟି ବିଜୟୀ ହୋଇଛି | ମୋଟ ୨୫୦ ୱାର୍ଡରୁ ଆପ୍ପ ୧୩୪ ଟି ଆସନରୁ ଜିତି ବିଜୟୀ ହୋଇଛି | ବିଜେପି ୧୦୪ କଂଗ୍ରେସ ୯ ଅନ୍ୟାନ ୩ | ଦିଲ୍ଲୀ ମହାନଗନ ନିଗମ ନିର୍ବାଚନରେ ବିଜୟ ଯଥେଷ୍ଟ ଗୁରୁତ୍ୱବହନ କରୁଛି। କାରଣ ପ୍ରଥମଥର ପାଇଁ ବିଜେପି ଦଖଲରେ ଥିବା କୌଣସି ସଂସ୍ଥାକୁ ଆପ୍ ନିର୍ବାଚନ ଜରିଆରେ ନିଜ ଅକ୍ତିଆରକୁ ନେଇଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..