ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଥିବା ହୋଟେଲ, ବାର ଓ ଡ଼୍ୟାନ୍ସ ବାର ଉପରେ ପୋଲିସ ଚଢାଉ କରାଯାଉଛି। ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା । ସୂଚନା ଅନୁସାରେ-ଏହି ଦୁଇ ଥାନା ଅଧୀନରେ ଥିବା ଅଧିକାଂଶ ହୋଟେଲ, ବାର୍ ଓ ଡ୍ୟାନ୍ସ ବାର ସରକାରୀ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିଥିଲେ। ଅଧିକାଂଶ ଡ଼୍ୟାନ୍ସ ବାର୍ ରେ ଅଧିକ ସାଉଣ୍ଡ ଦେଇ ନାଚ ଗୀତର ଆସର ଜମିଥିଲା । ଏନେଇ ସୂଚନା ପାଇବାରେ ଚଢାଉ କରିଥିଲେ ଦୁଇଟି ଥାନାରେ ପୋଲିସ । ଚଢାଉରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସହ ଟିମ-60 , CTS ଫୋର୍ସ ସାମିଲ ହୋଇଥିଲେ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..