Report Card Odisha

| Daily Odia News

ଲୋକସଭାରେ ପ୍ରବଳ ହଙ୍ଗାମା:ଦିନ ୨ଟା ଯାଏଁ ଗୃହ ମୁଲତବୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ ହୋଇଥିବା ବେଳେ ବିରୋଧୀ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଅପରେସନ ସିନ୍ଦୂର ଏବଂ ପହଲଗାମ୍ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଦେଖା ଦେଇଥିଲା ହୋହଲ୍ଲା ପରିସ୍ଥିତି । ଗୃହରେ ହଙ୍ଗାମା ହେବାକୁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରାଯାଇଛି । ତେବେ ପୂର୍ବରୁ ମଧ୍ଯ ୧୨ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଆଜି ଦୁଇ ଦୁଇ ଥର ଗୃହ ମୁଲତବୀ ହେଲାଣି ।

Breaking News