ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପ୍ରଥମ ପ୍ରାର୍ଥୀ ଭାବେ ଡ. ସଂତୃପ୍ତ ମିଶ୍ର ଓ ଦ୍ୱିତୀୟ ପ୍ରାର୍ଥୀ ୟୁରୋଲଜିଷ୍ଟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ରହିଛନ୍ତି। ତେବେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ କିନ୍ତୁ ଏହି ନିର୍ବାଚନରେ ଭୋଟ ନ ଦେଇ ନୀରବ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ସେ କାହାକୁ ବି ଭୋଟ ଦିଅନ୍ତୁ ଏବଂ ଏହି ନିର୍ବାଚନରେ ଅନ୍ୟ କୌଣସି ବିଧାୟକ କ୍ରସ୍ଭୋଟିଂ କରନ୍ତି, ତେବେ ତାଙ୍କ ମୁଣ୍ଡରେ ଦୋଷ ଲଦାଯାଇପାରେ ବୋଲି ଶ୍ରୀ ମହାକୁଡ ଆଶଙ୍କା କରିଛନ୍ତି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ସରକାରୀ ଗାଡିର ତେଲ ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ଟଙ୍କା…..
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..