ରିପୋର୍ଟ କାର୍ଡ / ଭୁବନେଶ୍ବର
କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତି କରାଯାଇଛି। ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯକ୍ତି କରାଯାଇଥିବାବେଳେ ଅନୁପମ ଶାହା ହେଲେ ଜଗତସିଂହପୁର ଜିଲ୍ଲାପାଳ । ସେହିପରି ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି, ଉମାଶଙ୍କର ଦାଶଙ୍କୁ ଅନୁଗୋଳ ଏସପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକାଶ ଆରଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..