ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍-IIMCକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଡିମ୍ଡ ୟୁନିଭର୍ସିଟି ଭାବେ ମାନ୍ୟତା ମିଳିଛି। IIMC ଦିଲ୍ଲୀ ସହ ଏହାର ୫ଟି ଆଞ୍ଚଳିକ କ୍ୟାମ୍ପସକୁ ମାନ୍ୟତା ମିଳିଛି। IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି। IIMCରେ ଏଣିକି ଡିଗ୍ରୀ ଓ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ ହେବ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..