ରିପୋର୍ଟ କାର୍ଡ / ଭୁବନେଶ୍ବର
ସ୍ୱାଧୀନତା ଦିବସ ପରେଡ୍ ସ୍ଥାନ ବଦଳି ହୋଇଛି | କୋଭିଡ ପରଠାରୁ ଏହା ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ପୁଣିଥରେ ଗାନ୍ଧୀମାର୍ଗରେ ପରେଡ୍ ହେବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ରେ ସାମିଲ ହେେବ ଘୋଡ଼ା। ଘୋଡ଼ା ପିଠିରେ ବସି ପରେଡ୍ କରିବେ ଏନ୍ସିସି କ୍ୟାଡେଟ। ଏଥିପାଇଁ ୧୦ଟି ଘୋଡ଼ା ପରେଡ୍ରେ ଅଂଶଗ୍ରହଣ କରିବେ। ଓୟୁଏଟିରୁ ଘୋଡ଼ା ଆସିବାକୁ ଥିବାବେଳେ ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାରଠାରୁ ପରେଡ୍ ଅଭ୍ୟାସ ଆରମ୍ଭ ହେବ ବୋଲି ଜଣାପଡ଼ିଛି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..