ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ଭାରତରେ ଦ୍ୱିତୀୟ ଲହର ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିଛି। ସେହିପରି ଆକ୍ରାନ୍ତ ବୟସ୍କଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ଭାରତ ପାଇଁ ଆଲର୍ଟ ଜାରି କରାଯାଇଛି। ଆମେରିକାବାସୀଙ୍କୁ ଭାରତ ଯାତ୍ରା ନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ବାଇଡେନ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ବ୍ରିଟେନ୍ ପକ୍ଷରୁ ଭାରତକୁ ରେଡ୍ ତାଲିକା ଭୁକ୍ତ କରାଯାଇଛି। ଭାରତରୁ ବିଟ୍ରେନ୍ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ସେହିପରି ବ୍ରିଟେନ୍ବାସୀଙ୍କୁ ମଧ୍ୟ ଭାରତ ଯାତ୍ରା ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।






More Stories
ଯୁଧ୍ୟରେ ୩ ଭାରତୀୟ ମୃତ,ଜଣେ ନିଖୋଜ……
ହାର୍ଦ୍ଦିକଙ୍କ ନାଁରେ ମାମଲା…..
ଟ୍ରେନରେ ମିଳିବନି ରନ୍ଧା ଖାଦ୍ୟ…..