Report Card Odisha

| Daily Odia News

ଭାରତୀୟ ସେୟାର ବଜାରରେ ଧରଣର ହ୍ରାସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ସେୟାର ବଜାରରେ ଭୂକମ୍ପ ଦେଖାଦେଇଛି। ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ୪୦୦୦ ପଏଣ୍ଟକୁ ସେନସେକ୍ସ ଖସି ଆସିଛି। ୧୧୫୦ ପଏଣ୍ଟ ଡାଉନ୍‌‌ରେ ନିଫ୍ଟ ଖୋଲିଛି। ୧୯୦୦ ପଏଣ୍ଟ ଡାଉନ୍‌‌ ମିଡକ୍ୟାପ ରହିଥିବା ସୂଚନା ମିଳିଛି।

Breaking News