Report Card Odisha

| Daily Odia News

୩ୟ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ, ଅହମ୍ମଦାବାଦ (ବିବିଏମ୍ ଟିଭି): କ୍ରିକେଟ ଇତିହାସରେ ପ୍ରଥମ, ଅବିଶ୍ବସନୀୟ ବିଜୟ, ଦୁଇ ଦିନରେ ଇଂଲଣ୍ଡକୁ ହରାଇଲା ଭାରତ । ୧୦ ୱିକେଟରେ ତୃତୀୟ ଟେଷ୍ଟ ବିଜୟ ସହ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ବିରାଟ ବାହିନୀ । ଭାରତର ଜବରଦସ୍ତ ବିଜୟ । ଭ୍ରମଣ କାରୀ ଦଳ ଇଂଲଣ୍ଡକୁ ୧୦ୱିକେଟ୍‌ରେ ହରାଇଲା ଭାରତ । ୪୯ ରନର ବିଜୟ ଲକ୍ଷକୁ ୭.୪ ଓଭରରେ ହାସଲ କଲା ଭାରତ । ଓପନର ରୋହିତ ୨୫ ଓ ଶୁବମନ ଗିଲ ୧୫ ରନ୍‌ରେ ଅପରାଜିତ ଅଛନ୍ତି । ମ୍ୟାଚରେ ଅକ୍ଷରଙ୍କୁ ୧୧ ଓ ଅଶ୍ୱିନଙ୍କୁ ୭ଟି ୱିକେଟ୍ ସଫଳତା ।

Breaking News