ରିପୋର୍ଟ କାର୍ଡ / ଭୁୁବନେଶ୍ଵର
ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା କଂଗ୍ରେସ । ଭୁବନେଶ୍ବର ନ ଛାଡିବାକୁ କଂଗ୍ରେସ ହୁଇପ୍ ଜାରି । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି,ପିସିସି ସଭାପତି ଭକ୍ତ ଚରଣ ଦାସ। ସେ ଆହୁରି ମଧ୍ୟ କହିଛନ୍ତି,ଯେଭଳି କ୍ରସ୍ ଭୋଟିଂ ନ ହେବ ଆମେ ତତ୍ପର ଅଛୁ।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..