ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଭୁବନେଶ୍ବରରୁ ଆରମ୍ଭ ହେଉଛି IPS ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିବେ ପୋଲିସ ଡିଜି ଅଭୟ। ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା ହେବ। ଖବର ଅନୁଯାୟୀ, ରାଜ୍ୟରେ ନକ୍ସଲ ଦମନ, ଡଗ୍ସ ମାଫିଆଙ୍କୁ ନିପାତ ଓ ଆଇନ ଶୃଙ୍ଖଳାକୁ ଆଜିର ଏହି ସମ୍ମିଳନୀ ହେଉଛି । ଏହସବୁ ପ୍ରସଙ୍ଗ ଉପରେ ଆଜିର ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ।ବୈଠକକୁ ପୋଲିସ ଡିଜି ଅଭୟ ଉଦ୍ଘାଟନ କରିବାକୁ ଥିବା ବେଳେ ଅନେକ ବରିଷ୍ଠ ଆଇପିଏସ୍ ଯୋଗଦେବେ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..