Report Card Odisha

| Daily Odia News

ଇରାନ ହିଂସା : ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି ଲୋକ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏହା ସହ ଇରାନ ଉପରେ ଅଧିକ କଟକଣା ଲଗାଇବା ପାଇଁ ୟୁରୋପୀୟ ସଂଘ ସୂଚନା ଦେଇଛି । ଏନେଇ ଏକାଧିକ ୟୁରୋପ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି ୟୁରୋପୀୟ ରାଷ୍ଟ୍ର ।

Breaking News