ରିପୋର୍ଟ କାର୍ଡ / ବାଲେଶ୍ବର
ଚାନ୍ଦିପୁରରୁ ପରୀକ୍ଷା ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ ମିସାଇଲ। କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ ଏହା ପରୀକ୍ଷା ହୋଇଛି। ଇଣ୍ଡିଜିୟସ୍ ଟେକ୍ନୋଲୋଜି କ୍ରୁଜ୍ ମିସାଇଲ(ଆଇଟିସିଏମ)ର ଫଳାଫଳ ନେଇ ସମୀକ୍ଷା ଚାଲିଥିବା ଜଣାପଡ଼ିଛି। ଏହି ମିସାଇଲ୍ର ୧ ହଜାର କିମି ଲକ୍ଷ୍ୟଭେଦ ଓ ୧.୫ ଟନ୍ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..