ରିପୋର୍ଟ କାର୍ଡ / ମୟୁରଭଞ୍ଜ
ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁବେର ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅପରାହ୍ନରେ କୋର୍ଟ ଚାଲାଣ ହେବା ନେଇ ସୂଚନା ମିଳିଛି । ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ରେଡ଼ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ ଟଙ୍କା ଓ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ବର ଓ ବାଲେଶ୍ଵରରେ ଏକାଧିକ କୋଠା ଠାବ ହୋଇଛି ।






More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ପ୍ରବଳ ବର୍ଷା ସମ୍ଭାବନା…..