ରିପୋର୍ଟ କାର୍ଡ / ଭୁବନେଶ୍ବର
ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗ ପୁରୁଷ ଓ ମହିଳାଙ୍କୁ ସୁଇଟର ପ୍ରଦାନ ବଣ୍ଟନ କରାଯାଇଛି | ସତ୍ୟନାରାୟଣ ସେନାପତି, ରାଧାରାଣୀ ସେନାପତି ଓ ଜୟ ମା ଭବାନି ଟ୍ରଷ୍ଟ ର ମିଳିତ ସହଯୋଗରେ ୩୦ ଜଣ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ମାନଙ୍କୁ ଶୀତ ଦିନ ନିମନ୍ତେ ସୁଇଟର ପ୍ରଦାନ କରାଯାଇ | ଟ୍ରଷ୍ଟ ପକ୍ଷରୁ ଏହି ପରି କଲ୍ଯାଣ ମୂଳକ କାର୍ଯ୍ୟକ୍ରମ ସର୍ବଦା କରାଯାଇ ଥାଏ | ଅବହେଳିତ ଛୋଟ ପିଲା ଓ ସାଧାରଣ ବରିଷ୍ଠ ଲୋକଙ୍କ ପାଇଁ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଭଳି ଅନେକ କାର୍ଯ୍ୟକ୍ରମ କରିଥାନ୍ତି |ଆଜିର କାର୍ଯ୍ୟକ୍ରମରେ ନାରାୟଣ ମହାପାତ୍ର , ଉମାନାଥ ମିଶ୍ର, ଶ୍ରୀନିବାସ ରାଓ ରାହୁଲ ପଳେଇ ଓ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |






More Stories
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..