Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ କିରାଣି…..

ରିପୋର୍ଟ କାର୍ଡ / ଯାଜପୁର

ଭିଜିଲାନ୍ସ ଜାଲରେ ଫସିଛନ୍ତି କିରାଣି। ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ  । ପେନ୍‌‌ସନ୍‌‌ କାଗଜପତ୍ର କରାଇବାକୁ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪ ହଜାର ଲାଞ୍ଚ ନେଉଥିଲେ |  ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଆସି ମହେଶ୍ୱର ସାମଲ ଲାଞ୍ଚ ନେବା ବେଳେ ଧରିଥିଲା । ଏହି ଘଟଣା ଅଧିକ ଖୋଳତାଡ଼ କରି ତଦନ୍ତ କରୁଛି  ଭିଜିଲାନ୍ସ |

Breaking News