ରିପୋର୍ଟ କାର୍ଡ / ଯାଜପୁର
ପାଣି ଟାଙ୍କିରୁ ମିଳିଲା ଦୁଇଟି ନରକଙ୍କାଳ ଠାବ ହୋଇଛି | ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ସଦର ଥାନା ନିଶ୍ଚନ୍ତା ଗାଁରେ । ଖବର ଅନୁଯାୟୀ, ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁ ପାଣି ଟାଙ୍କିରୁ ମିଳିଛି ଦୁଇଟି କଙ୍କାଳ । ନୂତନ କରି ନିର୍ମାଣ ଚାଲିଥିଲା ପାଣି ଟାଙ୍କି । ତେଣୁ ଏଠାରେ କେମିତି ଦୁଇଟି କଙ୍କାଳ ଆସିଲା । ସେନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ପାଣି ଟାଙ୍କିରୁ କଙ୍କାଳ ମିଳିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..