ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତ ୭୬ ତମ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଭାରତ ଆଉ ଆମେରିକା ଅପରିହାର୍ଯ୍ୟ ଅଂଶୀଦାର ବୋଲି ସେ କହିଛନ୍ତି । ଏବଂ ଆଗାମୀ ଦିନରେ ଏହା ମିଳିତ ଭାବେ ବିଶ୍ୱର ସବୁ ଚ୍ୟାଲେଞ୍ଜର ମୁକାବିଲା କରିବେ ବୋଲି କୁହାଯାଇଛି ।ଭାରତ ୧୯୪୭ ମସିହାରେ ସ୍ୱାଧୀନତା ଲାଭ କରିଛି । ମହାତ୍ମାଗାନ୍ଧୀଙ୍କ ଚିରସ୍ଥାୟୀ ସତ୍ୟ ତଥା ଅହିଂସା ବର୍ତ୍ତା ଦ୍ୱାରା ପରିଚାଳିତ ଏହାର ଗଣତାନ୍ତ୍ରିକ ଯାତ୍ରାକୁ ସମ୍ମାନ ଦେବା ପାଇଁ ଆମେରିକା ଭାରତର ଲୋକ ମାନଙ୍କ ସହ ସର୍ବଦା ଅଛି ବୋଲି ବାଇଡେନ କହିଛନ୍ତି ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..