Report Card Odisha

| Daily Odia News

କାଜୁ ଖାଉଛନ୍ତିକି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

– କାଜୁ ହାଡ଼ ଶକ୍ତ କରିବା ସହ ହାର୍ଟ ରୋଗରୁ ମୁକ୍ତି ଦେଇଥାଏ।

– ଏହା କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ। ଏହା ଶରୀରରେ ଆଇରନ ପରିମାଣ ବଢ଼ାଇଥାଏ।

– ଏହା ଖାଇବା ଫଳରେ ପାଚନତନ୍ତ୍ର ମଜଭୁତ ହୋଇଥାଏ।

– ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

– ମସ୍ତିଷ୍କ ରୋଗରୁ ମୁକ୍ତି ଦେବା ସହ ରକ୍ତଚାପ ନିୟନ୍ତ୍ରଣ କରିଥାଏ

Breaking News