ବହୁତ ଜଲ୍ଦି କରିନା ଏବଂ ସ୍ୱାମୀ ସୈଫଙ୍କ ଘରେ ଶୁଣିବାକୁ ମିଳିବ କୁନି ଛୁଆର କୁଆଁ କୁଆଁ କାନ୍ଦ । କରିନା ଏଇ କିଛି ଦିନ ଭିତରେ ଜନ୍ମ ଦେବାକୁ ଯାଉଛନ୍ତି ତାଙ୍କ ଦ୍ୱିତୀୟ ସନ୍ତାନକୁ । କରିନାଙ୍କର ଦ୍ୱିତୀୟ ସନ୍ତାନ ଝିଅ ହେବ ବୋଲି ଜ୍ୟୋତିଷ କରିଛନ୍ତି ଭବିଷ୍ୟବାଣୀ । କହିରଖୁଛୁ କି ଇଏ ସେହି ଜ୍ୟୋତିଷ ଯିଏ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ବେବିକୁ ନେଇକି ଭବିଷ୍ୟବାଣୀ କରିଥିଲେ । ରିପୋର୍ଟ ଅନୁସାରେ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ହିଁ ଡାକ୍ଟର ସମୟ ଦେଇଥିଲେ । କିନ୍ତୁ ବିଳମ୍ବ ହେବା କାରଣରୁ କୌଣସି ବି ସମୟରେ ଶୁଭିପାରେ କରିନାଙ୍କ ଦ୍ୱିତୀୟ ବେବିର କୁଆଁ କୁଆଁ କାନ୍ଦ।





More Stories
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..