ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ହିଜାବ ମାମଲାରେ ଶୁଣାଣି ଲାଗି ତୁରନ୍ତ ତାରିଖ ଧାର୍ଯ୍ୟ କରିବାକୁ ମନା କାରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାୟଳ। କୋର୍ଟ କହିଛନ୍ତି ଯେ, ଠିକ୍ ସମୟରେ ମାମଲାର ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଦେବଦତ୍ତ କାମତ ହାଜର ହୋଇଥିଲେ। ସେ କହିଛନ୍ତି ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଏହାର ପ୍ରାସଙ୍ଗିକ ରହିଛି। ତେଣୁ ମାମଲାର ଆଗ୍ରାଧିକ ଭିତ୍ତିରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରାଯାଇଥିଲା। ହିଜାବ ପ୍ରସଙ୍ଗ ସହ ପରୀକ୍ଷାର କୌଣସି ସମ୍ପର୍କ ନଥିବା ପ୍ରଧାନ ବିଚାରପତି କହିଥିବା ଦେବଦତ୍ତ କାମତ କହିଛନ୍ତି। କର୍ଣ୍ଣାଟକ ହଇକୋର୍ଟଙ୍କ ଅର୍ଡ଼ରକୁ ଚାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟରେ ଏକ ତାଜା ଆବେଦନ କରାଯାଇଛି। ହିଜାବ ବିବାଦକୁ ନେଇ ହାଇକୋର୍ଟରେ ରାୟ ପ୍ରକାଶ ପାଇବା






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..