ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୀତ ଋତୁ ପାଇଁ କେଦାରନାଥ ଧାମ ମନ୍ଦିର ବନ୍ଦ ହୋଇଛି | ଆଜି ପାରମ୍ପରିକ ବେଦ ଉଚ୍ଚାରଣ ଓ ମନ୍ତ୍ର ଧ୍ୱନିରେ କେଦାରନାଥ ମନ୍ଦିର ବନ୍ଦ କରାଯାଇଛି | ଶୀତ ସରିବା ଯାଏଁ ୬ ମାସ ପର୍ଯ୍ୟନ୍ତ ବାବା କେଦାରନାଥଙ୍କ ମନ୍ଦିର ବନ୍ଦ ରହିବ | କେଦାରନାଥ ଉଖିମଠରେ ଓଁ କାରେଶ୍ୱର ମନ୍ଦିରରେ ପୂଜା ପାଇବେ | ପ୍ରତିବର୍ଷ ଏପ୍ରିଲ-ମେ ମାସରେ ମନ୍ଦିର ଖୋଲା ହୋଇଥିବା ବେଳେ ଶୀତ ଆଗମନରେ ନଭେମ୍ବର ମାସର ମନ୍ଦିର ବନ୍ଦ ହୋଇଥାଏ |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..