ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
ଆଜିଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ୍ ହୋଇଛନ୍ତି। ଏହି କୁମ୍ଭୀର ଗଣନା କାର୍ଯ୍ୟ ଆଗାମୀ ୩ ଦିନ ଯାଏଁ ଚାଲିବ। ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଚାଲିଛି ପକ୍ଷୀ ଗଣନା। ଆଜି ସକାଳୁ ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା ଚାଲିଛି। ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହେଉଛି।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……