Report Card Odisha

| Daily Odia News

ରାସ୍ତାରେ ବୁଲୁଛି କୁମ୍ଭୀର….

ରିପୋର୍ଟ କାର୍ଡ / କେନ୍ଦ୍ରାପଡା 

ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର। ପିଲାଙ୍କ ପାଟି ଶୁଣି ନିକଟସ୍ଥ କେନାଲକୁ ପଳାଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ରାତିରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା।ପିଲାମାନେ ଏହା ଦେଖି ଚିତ୍କାର କରିବାରୁ କୁମ୍ଭୀରଟି ନିକଟସ୍ଥ କେନାଲକୁ ପଳାଇଥିଲା। ଅନ୍ୟପଟେ ଚାଷ ଜମିକୁ ସଂଯୋଗ କରୁଥିବା କଲଭର୍ଟ ଦେଇ କୁମ୍ଭୀର ପଶିଆସିଥିବା ରାଜନଗର ଫରେଷ୍ଟର କହିଛନ୍ତି।

 

 

Breaking News