ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରି ହୋଇଛି । ଓଡ଼ିଶାର ଆବେଦନକୁ ନେଇ ନୋଟିସ ଜାରି କରାଯାଇଛି। ସ୍ଥିତାବସ୍ଥାକୁ ଆନ୍ଧ୍ର ପ୍ରଦେଶ ଉଲ୍ଲଙ୍ଘନ କରୁଥିବା ଓଡ଼ିଶା ଦର୍ଶାଇଛି। ୧୯୬୮ ଏବଂ ୨୦୦୬ରେ ସ୍ଥିତାବସ୍ଥା ରକ୍ଷା ପାଇଁ କୋର୍ଟ କହିଥିଲେ। ସୁପ୍ରିମକୋର୍ଟ ପକ୍ଷରୁ ୨୮ଦିନ ଭିତରେ ଜବାବ ଦାଖଲ ପାଇଁ ନୋଟିସରେ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପକ୍ଷରୁ ୨୦୨୨ ଜାନୁଆରୀରେ ଅରିଜିନାଲ ସୁଟ ଫାଇଲ ହୋଇଥିଲା। ପୂର୍ବ ଶୁଣାଣୀ ସମୟରେ ଆପୋସ ଆଲୋଚନାରେ ସମାଧାନ ପାଇଁ କୋର୍ଟ କହିଥିଲେ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..