Report Card Odisha

| Daily Odia News

ଶପଥ ନେଲେ ମିଜୋରାମ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୋରମ୍‌ ପିପୁଲ୍ସ ମୁଭ୍‌ମେଣ୍ଟ୍‌(ଜେଡପିଏମ) ନେତା ଲାଲଡୁହୋମା ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ଆଜି ରାଜ୍ୟପାଳ ହରି ବାବୁ କମ୍ଭମପତି ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଛନ୍ତି। ଲାଲଡୁହୋମାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମ ୪୦ରୁ ୨୭ଟି ଆସନରେ ଦମ୍‌ଦାର ବିଜୟ ହାସଲ କରି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

 

Breaking News