ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶହୀଦନଗର ଦୁର୍ଗା ପୂଜା ସମିତି ର ମନ୍ଦିର ସମ୍ପାଦକ ଲଲିତ ମୋହନ ପଣ୍ଡା ପରଲୋକ ହୋଇଛି | ଏମିତି ଅବେଳରେ ଚାଲିଯିବାର ଶୁଣି ଦୁର୍ଗା ପୂଜା ସମିତି କର୍ମକର୍ତ୍ତା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ତାଙ୍କୁ ମାନେ ପକାଇଛି ତାଙ୍କର ସେହି ହସହସ ମୁହଁ ଏବେ ବି ମନେ ପଡିଯାଉଛି। ଜୟ ମା ଦୁର୍ଗା ଇଶ୍ଵର ତାଙ୍କ ଆତ୍ମା ର ସଦଗତି କରନ୍ତୁ ଆଉ ତାଙ୍କର ପରିବାର କୁ ଅସୀମ ସହିବା ଶକ୍ତି ଦିଅନ୍ତୁ। ସେ ଅନେକ ଅନୁଷ୍ଠାନ ନିମନ୍ତେ ସ୍ଵେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ, ଆଖ ପାଖ ଅଞ୍ଚଳରେ ସମସ୍ତଙ୍କ ମନରେ ଶୋକ ର ଛାୟା ଖେଳି ଯାଇଛି | ସହିଦ ନଗର ଦୁର୍ଗା ପୂଜା ସମିତି , ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ, ଆଦିଶକ୍ତୀ ଚାରିଟେବୁଲ ଟ୍ରଷ୍ଟ, ଭାରତ ୱିନର ଆସୋସିଏସନ୍ , .ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପ୍ରତ୍ୟେକ କ୍ଷେତ୍ରରେ ଆମର ପ୍ରିୟ ବଡ଼ ଭାଇ କୁନି ଭାଇ ଙ୍କ ଅବଦାନ ଅତୁଳନୀୟ ଅବଦାନ ରହିଛି |






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..