ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲାରେ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି ମାର୍କେଟ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ରମେଶ ଚନ୍ଦ୍ର ବଳ ଓକିଲ ସଂଘର ପୂର୍ବତନ ସଭାପତି ମଧ୍ୟ ଥିଲେ ।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..