Report Card Odisha

| Daily Odia News

ବିଜେଡିରେ ମିଶିଲେ ଲେଖାଶ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ସେ ବିଜେଡିରେ ମିଶିଛନ୍ତି। ଆଜି ସକାଳେ ସେ ବିଜେପି ଛାଡିଥିଲେ। ସୋସିଆଲ ମିଡିଆରେ ସେ ଇସ୍ତଫା ସୂଚନା ଦେଇଥିଲେ।

Breaking News