ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଜଣେ ବ୍ୟକ୍ତି । ଗୁଣ୍ଟୁର୍ ତଡାପଲି ପ୍ରକାଶ ନଗର ଅଞ୍ଚଳର ଚ କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ସମୁଦ୍ରରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିଲେ । ସେଠାରେ ମୁତୟନ ଥିବା ଲାଇଫ ଗାର୍ଡମାନେ ୱଟର ସ୍କୁଟର ସାହାଯ୍ୟରେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଗଭୀର ସମୁଦ୍ରରେ ଚ କ୍ରିଷ୍ଣା ବୁଡି ଯାଉଥିବା ଏବଂ ଲାଇଫ ଗାର୍ଡମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୁରୀ ସମୁଦ୍ର କୂଳ ସେକ୍ଟର ୬ରେ ଏହି ଘଟଣା ଘଟିଥିବା ବେଳେ ଏକ ବଡ ଅଘଟଣରୁ ବ୍ୟକ୍ତି ଜଣକ ବଞ୍ଚି ଯାଇଛନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..